ଜଲଦା ଫାଣ୍ଡି ଅନ୍ତର୍ଗତ ଜଲଦା ‘ସି’ ବ୍ଲକ୍ ଛକ ନିକଟରେ ସିରିଜ୍ ଦୁର୍ଘଟଣାରେ ଜଣେ ମୃତ ୪ ଗୁରୁତର। ମଂଗଳବାର ଅପରାହ୍ନରେ ଦ୍ରୁତଗାମୀ ସ୍କ୍ରୋପିଓ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିବା ବେଳେ ୨ ଟି ବାଇକ୍ ସମେତ ଗୋଟିଏ କାର କୁ ଧକ୍କା ଦେଇଥିଲା। ସ୍କର୍ପିଓ ଧକାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି।