ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ SSA କନଫରେନ୍ସ ହଲ୍ରେ ଠାରେ ବୈଠକ ଅନୁଷ୍ଠିତ
ଆସନ୍ତା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ଆଜି ଦିନ ପ୍ରାୟ 12 ଟାରେ SSA କନଫରେନ୍ସ ହଲ୍ରେ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ଜିଲ୍ଲା ସ୍ତରର କାର୍ଯ୍ୟକ୍ରମ ଅକ୍ଟୋବର ୧୦ରେ ତପସ୍ୱିନୀ ହଲ୍ ଠାରେ ଆୟୋଜିତ ହେବ, ଯେଉଁଥିରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର, ଔଷଧ ବଣ୍ଟନ, ଜିଲ୍ଲାର ସବୁଠାରୁ ବୃଦ୍ଧତମ ନାଗରିକଙ୍କ ସମ୍ମାନ, ବୃଦ୍ଧତମ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନ ସହିତ ଏକ ଅଧିକୃତ ସଭା ଅନୁଷ୍ଠିତ ହେବ । ଏହା ସହିତ ବ୍ଲକ୍ ଓ ଜିଲ୍ଲା ସ୍ତରରେ ରଚନା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହ