ଲାଞ୍ଜିଗଡ: ଥୁଆମୁଳ ରାମପୁର ହେଲୋ ପଏଣ୍ଟ ଠାରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ
Lanjigarh, Kalahandi | Aug 24, 2025
କୃଷି ଏବଂ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି ଓଡିଶା ନବ ନିର୍ମାଣ କୃଷକ ସଂଗଠନ । ରବିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଶା ଶାଖା ପକ୍ଷରୁ...