ଭୋଗରାଇ: ବାଡ଼ସରିସା ସ୍କୁଲ ନିକଟରେ ବେଆଇନ ଭାବେ ରାଜ୍ୟରାଜପଥ ଖୋଳିବା ଘଟଣାରେ ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ତହସିଲଦାର
ଚନ୍ଦନେଶ୍ୱର-ସାହାବାଜିପୁର ୫୭ ନମ୍ବର ରାଜ୍ୟରାଜପଥ ବାଡ଼ସରିସା ସ୍କୁଲ ନିକଟରେ ବେଆଇନ ଭାବେ ଭଡ଼ାଫୋନର କର୍ମଚାରୀ ମାନେ ରାସ୍ତା ଖୋଳୁଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ ତାଳସାରି ସାମୁଦ୍ରିକ ପୋଲିସ ପହଂଚି କାର୍ଯ୍ୟକୁ ବନ୍ଦ କରିଥିବା ଘଟଣାକୁ ନେଇ ଆଜି ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ତହସିଲଦାର ।