ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ପକ୍ଷରୁ ସହରର ପାଲ ହୋଟେଲ ଛକ ହସ୍ପିଟାଲ ଛକ ସମେତ ବିଭିନ୍ନ ସ୍ଥାନରେ ପାନ ଦୋକାନ ଗୁଡିକରେ ଚଢାଉ କରି ନିଶା ଦ୍ରବ୍ୟ ଜବତ
Sundargarh Town, Sundargarh | Sep 10, 2025
ସୁନ୍ଦରଗଡ ବୁଧବାର ସଂଧ୍ୟା ୬ ଟା ସମୟର ସୂଚନା ଅନୁଯାୟୀ ଟାଉନ ଥାନା ପୋଲିସ ପକ୍ଷରୁ ସହରର ପାଲ ହୋଟେଲ ଛକ ହସ୍ପିଟାଲ ଛକ ସମେତ ବିଭିନ୍ନ ସ୍ଥାନରେ...