Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ଅଗ୍ରଗାମୀ ଯୁବକ ସଂଘ ଠାରେ ଅଲ୍ ଓଡିଶା ମସ୍କୁଲାର ଡିଷ୍ଟୋପି ଏସୋସିଏସନ ପକ୍ଷରୁ ଅନୁଷ୍ଠିତ ହେଲା ସଚେତନତା କାର୍ଯ୍ୟକ୍ରମ

ଅଲ ଓଡିଶା ମସ୍କୁଲାର ଡିଷ୍ଟୋପି ଏସୋସିଏସନ ପକ୍ଷରୁ ରବିବାର ଅପରାହ୍ନ 4 ଘଣ୍ଟା ସମୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି ରୋଗର ସଚେତନତାକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଓଡିଶାରୁ ଅନେକ ଜିଲ୍ଲାରୁ ସଦସ୍ୟ ମାନେ ଆସିଥିବା ବେଳେ କର୍ମକର୍ତା ଚୟନ କରାଯାଇଥିଲା | ମସ୍କୁଲାର ଡିଷ୍ଟୋପି ଏହି ରୋଗ ଦ୍ୱାରା ଧୀରେ ଧୀରେ ଶିଶୁ ଆକ୍ରାନ୍ତ ହେଉଛନ୍ତି ଏବଂ ଦୁର୍ବଳ ହେଉଛନ୍ତି | ଯାହାକୁ ନେଇ ଆଗାମୀ ଦିନରେ ଏହି ରୋଗକୁ ନେଇ ସଚେତନ କରିବା ସହ ସରକାରଙ୍କୁ ରୋଗୀଙ୍କ ଚିକିତ୍ସା ଏବଂ ଏହି ରୋଗର ନିରାକରଣକୁ ନେଇ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାଯାଇଛି ।

MORE NEWS