ବସ୍ତା: ପୂର୍ବ ଶତ୍ରୁତା କେନ୍ଦ୍ର କରି ଦମ୍ପତି ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଲୋକେ, ଭିଡିଓ ଆଜି ଭାଇରଲ
Basta, Balasore | Oct 20, 2025 ଦମ୍ପତି ଙ୍କୁ ନିସ୍ତୁକ ପିଟିଲେ ଲୋକେ ଆଜି ଭାଇରଲ ପୂର୍ବ ଶତ୍ରୁତା କେନ୍ଦ୍ର କରି ଦମ୍ପତି ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପଡୋଶୀ, ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହେଲେ ଦମ୍ପତି,ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗୁନାପୁର ଛକ ରେ , ସୁଚନା ଅନୁଯାୟୀ ଗୁନାପୁର ଗ୍ରାମର ପୁଷ୍ପକ ରାଣୀ ଜେନା ଏବଂ ତାଙ୍କ ସ୍ବାମୀ ଜୟନ୍ତ ଜେନା ଗୁନାପୁର ଛକରେ ଏକ ଦୋକାନରୁ କିଛି ସାମଗ୍ରୀ କିଣାକିଣି କରୁଥିବା ବେଳେ ପୂର୍ବ ଶତୃତା କୁ କେନ୍ଦ୍ର କରି ସେହି ଗ୍ରାମର କିଛି ଲୋକ ରାସ୍ତା ରେ ଅଟକାଇ ଦଉଡି ବାନ୍ଧି ନିସ୍ତୁକ ପିଟିଛନ୍ତି,