ସୋହେଲା: ଚିଚିଣ୍ଡା ରୋଡ ନିକଟରୁ ଏକ ଆର୍ଟିକା ଗାଡିରୁ ବିପୁଳ ପରିମାଣର କପ୍ ସିରଫ୍ ଜବତ କରି 4 ଜଣକୁ ଗିରଫ କଲା ସୋହେଲା ପୋଲିସ
ସୋହେଲା ବ୍ଲକ ଅନ୍ତର୍ଗତ ସୋହେଲା ନିକଟସ୍ଥ ଚିଚିଣ୍ଡା ରୋଡ ରେ ସୋହେଲା ପୋଲିସ ତରଫରୁ ଏମ୍ ଭି ଚେକିଂ ସମୟରେ ପାଖାପାଖି ଅପରାହ୍ନ 3:30 PM ସମୟରେ ଏକ ଆର୍ଟିକା ଗାଡିରୁ 1325 ବୋଟଲ କପ ସିରଫ୍ ଜଡର କରି 4 ଅଭିଯୁକ୍ତ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଛି । ଏନେଇ ପଦ୍ମପୁର SDPO.ଙ୍କ ଦେଖନ୍ତୁ ଏ ସଂପର୍କିତ ମତାମତ