ପୁରୀ ମ୍ୟୁନିସିପାଲଟି: ରଥଯାତ୍ରା ସମୟରେ ବଡ଼ ସନ୍ଧ୍ୟା ରେ ହଜି ଥିବା ମୋବାଇଲ କୁ ଉଦ୍ଧାର କରି ଉପଯୁକ୍ତ ମଲିକ ଙ୍କୁ ଫେରସ୍ତ କଲା ଟାଉନ ଥାନା ପୋଲିସ l
Puri M, Puri | Sep 14, 2025 ରଥଯାତ୍ରା ସମୟରେ ପୁରୀ ବଡ଼ ଦାଣ୍ଡ ରେ ହଜିଯାଇଥିବା ମୋବାଇଲ କୁ ଉଦ୍ଧାର କରି ଉପଯୁକ୍ତ ମଲିକ ଙ୍କୁ ଫେରସ୍ତ କରିଛି ଟାଉନ ଥାନା ପୋଲିସ l ଆଜି ରାତି 8 ସମୟରେ ସୂଚନା ଦେଇଛି ଟାଉନ ଥାନା ପୋଲିସ l