ସୁନ୍ଦରଗଡ ସହର: ହେମଗିର ଥାନା ରତନ ସରା ବଡ଼ ବନ୍ଧ (ପୋଖରୀ)ରେ ବୁଡି ଜଣକ ମୃତ୍ୟୁ ଘଟଣାର ଶବ ହେଲା ବ୍ୟବଛେଦ
Sundargarh Town, Sundargarh | Sep 6, 2025
ଆଜି ସେପ୍ଟେମ୍ୱର 6 ତାରିଖ ଶନିବାର ଅପରାହ୍ନ 3 ଟା ପାଖାପାଖି ସମୟରେ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମୃତକ ଧନେଶ୍ଵର ନାୟକଙ୍କ ଶବ...