କେନ୍ଦୁଝର ସହର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ସତର୍କ ସୂଚନା ଉପରେ ପ୍ରବାହିତ
Kendujhar Town, Kendujhar | Aug 24, 2025
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବଢିଲା ବୈତରଣୀ ନଦୀର ଜଳସ୍ତର। ଆନନ୍ଦପୁର ରାଜଘାଟ ନିକଟରେ ବୈତରଣୀ ନଦୀର ଜଳସ୍ତର ସତର୍କ ସୂଚନା ଉପରେ...