ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରପଡ଼ା ଗାଁ ନିକଟରେ ଗୋରୁ ବନ୍ଧା କୁ ନେଇ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତର ଜଣ ଙ୍କ ହେଲେ ଜରପଡ଼ା ଥାନା ଅଞ୍ଚଳର ଯଦୁ ସାହୁ ଙ୍କ ପୁଅ ରଞ୍ଜନ ସାହୁ (୪୮) ବୋଲି ଜଣା ପଡିଛି। ସୂଚନ ଯେ, ଜରପଡ଼ା ଗାଁ ଦେଇ ୫୫ ନମ୍ବର ଜାତୀୟ ରାଜପଥ ଯାଇଛି। ରଞ୍ଜନ ଙ୍କ ସେହି ଜାତୀୟ ରାଜପଥ କଡରେ ଏକ ଜାଗା ରହିଛି, ସେହି ଜାଗାରେ ପଡ଼ିଶା ଘର ଲୋକଙ୍କ ଗୋରୁ ବନ୍ଧା ଯାଇଥିଲା। ରଞ୍ଜନ ଏହା କୁ ବାରଣ କରି ବା ବେଳେ ପଡ଼ିଶା ଘର ଲୋକ ରଞ୍ଜନକୁ ମାରଣାତ୍ମକ ଆ