Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ନବରଙ୍ଗପୁର ପୋଲିସ ଷ୍ଟେସନ: ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ନବରଙ୍ଗପୁର ବିଧାୟକ sri ଗୌରୀ ଶଙ୍କର ମାଝୀ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ର ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ଜଳ ସେଚନ ପାଇଁ ଚାଲିଥିବା କଳ୍ପତରୁ ୱାର୍କସୋପ ଏବଂ ଆଉଁଳୀଗୁମ୍ମା,ଏଲ୍.ଏନ୍.ଟି କେନ୍ଧୁଗୁଡା ଇନଟେକ୍,ଓ କଳ୍ପତରୁ ମୁରକା ଇନଟେକ୍ ପ୍ରକଳ୍ପ କୁ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଥିଲେ, ଏବଂ ଏହି ଅବସର ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ ।

MORE NEWS