Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ଭଟଲି ବ୍ଳକ ଅନ୍ତର୍ଗତ ଟୁକୁର୍ଲା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ଅପରାହ୍ନ ୪ଟା ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସିଧା ଦୌଡ଼,ପଛଘୁଞ୍ଚା ଦୌଡ଼, ବସ୍ତା ଦୌଡ଼, ଗଣିତ ଦୌଡ଼, ଲମ୍ବ ଡିଆଁ, ରସି ଡିଆଁ, ସାଇକେଲ ସ୍ଲୋ , ଚାମଚ ବାଟି, ପୁଚିଖେଳ, ଜିଳାପି ଖିଆ,ପାଉଡର ମଖା,ବେଲୁନ୍ ବ୍ଲାଷ୍ଟ, ମ୍ୟୁଜିକ୍ ଚେୟାର୍, ଝୋଟି ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

MORE NEWS

ଭଟଲି: ଟୁକୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ - Bhatli News