ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ସୂର୍ଡା ଗ୍ରାମପଞ୍ଚାୟତ ମହ ଗାଁ ଗ୍ରାମର ଜଗଦୀଶ ନାଗଙ୍କ ପାର୍ଥିବ ଶରୀର ପହଞ୍ଚିଲା ଗାଁ ରେ, କରାଗଲା ଶେଷକୃତ୍ୟ
Titlagarh, Balangir | Aug 24, 2025
ସୁଦୂର ମହାରାଷ୍ଟ୍ରରେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସୂର୍ଡ଼। ଗ୍ରାମପଞ୍ଚାୟତ ମହାଗାଁ ର ଜଗଦୀଶ...