ବଡସାହି: ବୈଶିଙ୍ଗା ମାଣତ୍ରୀ ରାସ୍ତାର ବେଲାଣପୁରା ଠାରେ ଚିକେନ କଟିଂ ଦୋକାନ ଭିତରେ ପଶିଗଲା ଦ୍ରୁତଗାମୀ ବାଇକ, ଜଣେ ମୃତ ଓ ଜଣେ ଗୁରୁତର
Barsahi, Mayurbhanj | Aug 7, 2025
ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବେଲାଣପୁରା ଛକଠାରେ ଗୁରୁବାର ଅପରାହ୍ନ ସାଢେ ତିନିଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜନୈକ ବାଇକ ଚାଳକ...