କୋରାପୁଟ ସହର: କୋରାପୁଟ ଅବକାରୀ ବିଭାଗ ଚଦଉ କରି ସୁନାବେଡା ବାପୁଜୀ କୋଲନି ରୁ ବିଦେଶୀ ମଦ ଜବତ କରି ଜନ ଙ୍କୁ କୋର୍ଟ ଚାଲାଣ। କରିଛି।
କୋରାପୁଟ..ଅବକାରି ବିଭାଗର ଚଢାଉ , ଜଣେ କୋର୍ଟ ଚାଲାଣ। କୋରାପୁଟ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱ ରେ ଓଆଇସି ଜଗବନ୍ଧୁ ଯାନୀ ଓ ସହକର୍ମୀ ସୁନାବେଡା ଥାନା ଅଧିନ ବାପୁଜୀ କଲୋନୀର ଶ୍ୟାମ ଟାକ୍ରି ଙ୍କ ଘରୁ ସାଢ଼େ ୭ ଲିଟର ରୁ ଉର୍ଦ୍ଧ୍ବ ବିୟର ସହ ସାଢ଼େ ୩ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଛି । ଏହି ଘଟଣାରେ ଶ୍ୟାମ କୁ ଗିରଫ କରିଛି ଟିମ୍ । ଘଟଣା ସମ୍ପର୍କରେ ଅବକାରୀ ବିଭାଗରେ ୧୯୦/୨୫-୨୬ରେ ମାମଲା ରୁଜୁ କରିବା ସହ ଶ୍ୟାମକୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ସୁନାବେଡା ଡି ପି କ୍ୟାମ୍ପ ର ସୁଦାମ