Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କୋରାପୁଟ ସହର: କୋରାପୁଟ ପୌରପାଲିକା ଅଫିସ୍ ଆଗ ରେ ଥିବା ପୂର୍ବତନ ମନ୍ତ୍ରୀ ହରିଚନ୍ଦ୍ର ବକ୍ସି ପାତ୍ରଙ୍କ ଜନ୍ମ ଜୟନ୍ତୀ ରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅ

Koraput Town, Koraput | Oct 31, 2025
କୋରାପୁଟ ସହର...ଆଜି ସକାଳ ଆଠ ଟା ପନ୍ଦର ମିନିଟ ସମୟ ରେ କୋରାପୁଟ ପୌରପାଲିକା ଅଫିସ୍ ଆଗ ରେ ଥିବା ପୂର୍ବତନ ମନ୍ତ୍ରୀ ହରିଚନ୍ଦ୍ର ବକ୍ସି ପାତ୍ରଙ୍କ ଜନ୍ମ ଜୟନ୍ତୀ ରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କଲେ କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ କୋରାପୁଟ ପୌରପାଲିକା ଚେୟାରମେନ ଲଲାଟ ରଞ୍ଜନ ସେଠୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି। ଉପସ୍ଥିତ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ବକ୍ସିପାତ୍ର ଙ୍କ ଗୁଣଗାନ କରିଥିଲେ। ଆଜିର ଏଇ କାର୍ଯ୍ୟକ୍ରମ ରେ ଦଳ ଗତ ନିରିବେଶ ରେ ସମସ୍ତ ଦଳ ର ଲୋକ ଯୋଗ ଦେଇଥିଲେ।

MORE NEWS