କେନ୍ଦୁଝର ସହର: ବିଲେଇପଦା ଟୋଲଗେଟ ନିକଟରେ ଟ୍ରକ ପଛରେ ପିଟିଲା ହାଇୱା, ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର
Kendujhar Town, Kendujhar | Aug 19, 2025
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଟୋଲଗେଟ ନିକଟରେ ଆଜି ଏକ ହାଇୱା ଟ୍ରକ୍ ପଛରେ ଧକ୍କା ଦେବାରୁ...