ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବୁଟୁ ବେହେରା ଙ୍କ ପୁଅ ରଥିଆ ବେହେରା (୨୬) ଓ ମାଗୁଣି ଦେହୁରୀ ଙ୍କ ପୁଅ ରଞ୍ଜନ ଦେହୁରୀ ଏକ ବାଇକ୍ ରେ ବଅଁରପାଳରୁ ଘରକୁ ଫେରୁଥିବା ବେଳେ ନାଲକୋ ଆଲୁମିନିୟମ ପାର୍କ ନିକଟରେ ଏକ ଗାଇ ସମ୍ମୁଖ କୁ ଚାଲି ଆସିବାରୁ ରାସ୍ତା କଡ଼ରେ ଥିବା ପଥର ଚିପ୍ସ ଉପରେ ଭାରସାମ୍ୟ ହରାଇ ପଡ଼ି ଗୁରୁତର ଆହତ ହୋଇଥିଲେ ସେଠାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜ