ରାୟଗଡା: ମୁନିଗୁଡା କୁ NAC ମାନ୍ୟତା ଦାବୀ ରେ ଆସନ୍ତାକାଲି ମୁନିଗୁଡା ବନ୍ଦ ନେଇ ସ୍ଥାନୀୟ ପ୍ରଗତୀ ମଞ୍ଚ ପକ୍ଷରୁ ଥାନାରେ ଲିଖିତ ଦରଖାସ୍ତ ପ୍ରଦାନ
Rayagada, Rayagada | Aug 19, 2025
ଆସନ୍ତାକାଲି ମୁନିଗୁଡା ବନ୍ଦ ନେଇ ସ୍ଥାନୀୟ ପ୍ରଗତୀ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପୋଲିସ ଥାନାରେ ଲିଖିତ ଦରଖାସ୍ତ ପ୍ରଦାନ କରାଯାଇଛି।