ଆସନ୍ତା କାଲି ଜିଲ୍ଲାରେ ହେଇପାରେ ବର୍ଷା, ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରିକଲା ରାଜ୍ୟ ପାଣିପାଗ ବିଭାଗ ନବରଙ୍ଗପୁର ଜିଲ୍ଲାରେ ଆସନ୍ତା କାଲି ବର୍ଷା ସହ ବିଜୁଳି ଘଡ ଘଡି ଏବଂ 30 ରୁ 40 କିଲୋମିଟର ବେଗରେ ପବନ ବୋହିପାରେ ବୋଲି ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ, ଏନେଇ ଜିଲ୍ଲା ଜରୁରୀ କାଳୀନ ବିଭାଗକୁ ବୁଧବାର ଦିନ 2 ଟାରେ ଏଇ ୟେଲୋ ୱାର୍ଣ୍ଣିଙ୍ଗ ର ସତର୍କ ସୂଚନା ଜାରି କରିଛି ରାଜ୍ୟ ପାଣିପାଗ ବିଭାଗ