ଅତାବିରା: ଅତାବିରା ଠାରେ ରାଷ୍ଟିୟ ସ୍ବଂୟ ସେବକ ସଂଘର ପଥସଂଚଳନ କାର୍ଯ୍ୟକ୍ରମ
ଆଜି ବୁଧବାର ପୂର୍ବାହ୍ନ ୧୦ଟାରେ ଅତାବିରା ଠାରେ ରାଷ୍ଟିୟି ସ୍ବଂୟ ସେବକ ସଂଘର ଶତାଦ୍ଦାବୀ ବର୍ଷ ପୂର୍ତ୍ତି ଅବସରରେ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଆରଏସଏସର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ |