ଜିଲ୍ଲାପାଳ ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ–ଡିସିସିବିର କ୍ୟାଡର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ୟାଙ୍କର କର୍ମଚାରୀ କ୍ୟାଡର ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ବିଷୟ, ପଦୋନ୍ନତି, ନିଯୁକ୍ତି ଓ ସେବା ସର୍ତ୍ତ ନେଇ ଆଲୋଚନା କରାଯାଇଛି। ବ୍ୟାଙ୍କର କାର୍ଯ୍ୟକ୍ଷମତା ଓ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ଆବଶ୍ୟକ ଦିଗନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ଆଜି ସନ୍ଧ୍ୟା ୬ଟା ସମୟରେ ସୂଚନା ଦେଇଛନ୍ତି