କୋରାପୁଟ ସହର: ବାଉଁଶଗୁଡ଼ା ଛକ ନିକଟରେ ଅନ୍ତେ ମାଳିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଜଣେ ନାବାଳକ ସହ ତିନି ଗିରଫ୍
Koraput Town, Koraput | Sep 3, 2025
କୋରାପୁଟ ଟାଉନ ଥାନା ଅନ୍ତର୍ଗତ ପଦ୍ମପୁର ଓ ପଣସପୁଟ ରାସ୍ତାର ବାଉଁଶଗୁଡ଼ା ଛକ ନିକଟରେ ଅନ୍ତେ ମାଳିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ...