ବୌଦ୍ଧ ସଦର: ପୁରୁଣାକଟକର ଆଲମିରା ଓ ବାକ୍ସ ଦୋକାନରୁ ଜବତ ହେଲା 78 କେଜି 400 ଗ୍ରାମ ଗଞ୍ଜେଇ, ଦୋକାନ ମାଲିକ ଗିରଫ
Baudh Sadar, Boudh (Bauda) | Sep 2, 2025
ସୋମବାର ବିଳମ୍ବିତ ରାତିରେ ପୁରୁଣା କଟକ ସାଥୁଆ ଆଲମିରା ଓ ବାକ୍ସ ଦୋକାନରେ ପୁରୁଣାକଟକ ପୋଲିସ ପକ୍ଷରୁ ଅତର୍କିତ ରେଡ଼ କରାଯଇଥିଲା । ଦୋକାନ...