Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ହିଞ୍ଜିଳି: ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ଗଣ୍ଡଳା ଗ୍ରାମରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଏବଂ ଅବହେଳା ଚିତ୍ର ସାମନାକୁ ଆସିଛି ।

Hinjili, Ganjam | Oct 22, 2025
ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ଗଣ୍ଡଳା ଗ୍ରାମରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଏବଂ ଅବହେଳା ଚିତ୍ର ସାମନାକୁ ଆସିଛି । ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଗୋଟିଏ ପରେ ଗୋଟିଏ ସମସ୍ୟାକୁ ନେଇ ନିଜ ଅଞ୍ଚଳର ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ ମଧ୍ୟ ତାହା ସମାଧାନ ହୋଇପାରୁନାହିଁ । ଗଣ୍ଡଳା ଗ୍ରାମରେ ବିଶେଷ କରି ଗ୍ରାମ୍ୟ ପରିମଳ ବ୍ୟବସ୍ଥା, ଆଲୋକିକରଣ, ପୋଖରୀ ସଫା ସହିତ ଆବର୍ଜନା ମୁକ୍ତ ପରିସର ଗଠନ କରିବାକୁ ନେଇ ବାରମ୍ବାର ଗ୍ରାମପଞ୍ଚାୟତ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟଙ୍କ ବ୍ଲକ ପ୍ରଶାସନଙ୍କୁ ଅବଗତ କରାଇଥିଲେ ମଧ୍ୟ,ସମାଧାନ ହୋଇନାହିଁ.

MORE NEWS