ରାଉରକେଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ଜଲଦା ଏ ବ୍ଲକ ନିକଟରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବେଦବ୍ୟାସ ଅଞ୍ଚଳର ଶୁସାନ୍ତ ବିଶ୍ଵାଳଙ୍କ ଗତକାଲି ଦେହାନ୍ତ ଘଟିଛି ।ରବିବାର ସଂଧ୍ୟାରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।