କଣ୍ଟାମାଳ: ନରଘଣ୍ଟା ପାହାଡ଼ରେ ଗିରିଗୋବର୍ଦ୍ଧନ ପପୂଜା
ନରଘଣ୍ଟା ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ପଞ୍ଚାୟତ ଅନ୍ତର୍ଗତ ନରଘଣ୍ଟା ପାହାଡ଼ ରେ ଗିରିଗୋବର୍ଦ୍ଧନ ପୂଜା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଉପଲକ୍ଷେ ଆଜି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି | ପ୍ରଥମ କରି ଜଣେ ବାବାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏହି ନାମ ଯଜ୍ଞ ଆୟୋଜିତ ହୋଇଥିବା ବେଳେ ଡାଙ୍ଗମୁଣ୍ଡା, ଖଲିଆ ମୁଣ୍ଡା, ଉଚ୍ଚ ବାହାଲି ସହ ଆଖପାଖ ଗ୍ରାମର ଲୋକେ ସମ୍ପୂର୍ଣ ସହଯୋଗ କରିଥିଲେ | ପ୍ରଥମ କରି ଜଙ୍ଗଲ ପାହାଡ଼ ସହ ପ୍ରାକୃତିକ ପରିବେଷରେ ଏହି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବ