ରାୟଗଡା: ପଦ୍ମପୁର ଓ ଗୁଣପୁର ବ୍ଲକ କଂଗ୍ରେସ କର୍ମୀଙ୍କୁ ପୂର୍ତ୍ତବିଭାଗ ବଙ୍ଗଳାରେ ଭେଟିଲେ,ପ୍ରତିକ୍ରିୟା ରଖିଲେ AICC ପର୍ଯ୍ୟବେକ୍ଷକ ରିଯୱାନ ଅସର୍ଦ
Rayagada, Rayagada | Sep 7, 2025
ଆଜି ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳାରେ କର୍ମୀ ଙ୍କୁ ଭେଟିଲେ ଆଉ ଗୁରୁ ମନ୍ତ୍ର ପ୍ରଦାନ କଲେ aicc ଓ pcc ପର୍ଯ୍ୟବେକ୍ଷକ ଙ୍କ ସହ ଜିଲ୍ଲା...