ଭଦ୍ରକ ଗ୍ରାମାଞ୍ଚଳ: ବନ୍ତ ବଜାରରେ ଦିନ ବେଳା ବାଲି ଗାଡ଼ି ଉପ ଜିଲ୍ଲାପାଳ ବନ୍ଦ କରିଥିବା ବେଳେ ବେଧଡକ ଭାବେ ଚାଲୁଛି ବାଲି ବୋଝେଇ ହାଇୱା। ହଇରାଣ ହେଉଛନ୍ତି ଲୋକେ
Bhadrak Rural, Bhadrak | Aug 5, 2025
ବାଲି ମାଫିଆ ଙ୍କ ଉତ୍ପାତ ଯୋଗୁଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ତେବେ ବନ୍ତ ରେ ବାଲି ଗାଡ଼ି ଦୁର୍ଘଟଣାର ଅତୀତରେ ଅନେକ ଜୀବନ ଯାଇଥିବା...