Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପଦ୍ମପୁର: ଚର୍ଦାପାଲି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟିକା ବର୍ଷା ସିଂ ବରିହା

ଆଜି ସନ୍ଧ୍ୟା ୬ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ୍ ଚର୍ଦାପାଲି ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାଡ଼ିହି, ଲହଣ୍ଡିପୁର, ଲୁହୁରାକୋଟ, ଚର୍ଦାପାଲି ଗ୍ରାମ କୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ତାଙ୍କ ସହ ଦଳର ବରିଷ୍ଠ ନେତା ହୃଦାନନ୍ଦ ବାରିକ, ସ୍ଥାନୀୟ ସରପଞ୍ଚ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ

MORE NEWS

ପଦ୍ମପୁର: ଚର୍ଦାପାଲି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟିକା ବର୍ଷା ସିଂ ବରିହା - Padmapur News