Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
No video available

ଛତ୍ରପୁର: ରମ୍ଭା ନିକଟସ୍ଥ ଡାଳଖାଇ ମନ୍ଦିରରୁ ଚୋରୀ, ସିସିଟିଭି ଭିଡିଓ ଭାଇରାଲ୍

Chhatrapur, Ganjam | Jul 6, 2025
ଗଞ୍ଜାମ ଜିଲ୍ଲା ରମ୍ଭା ଜାତୀୟ ରାଜପଥ ନିକଟସ୍ଥ ଡାଳଖାଇ ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଚୋରୀ କରିଛନ୍ତି ଦୁବୃର୍ତ୍ତ ।ରାତି ୧୨ ଘଣ୍ଟା ୧୦ ମିନିଟ୍ ସମୟରେ ୩ ଦୁବୃର୍ତ୍ତ ମନ୍ଦିରରେ ପଶି ଚୋରୀ କରୁଥିବା ଦେଖିବାକୁ ମିଳିଛି। ଚୋରୀ ବେଳର ସିସିଟିଭି ଭିଡିଓ ରବିବାର ପୂର୍ବାହ୍ନରେ ଭାଇରାଲ୍ ହେଉଛି। ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ତଦନ୍ତ କରିବାକୁ ଦାବି ହୋଇଛି।