Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଦେବଗଡ: ଅସନନାଳି କଟାସାହିରେ ରାଧାକୃଷ୍ଣ ମଣ୍ଡପ ଉଦଘାଟିତ, ଯୋଗଦେଲେ ବିଧାୟକ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମପଂଚାୟତ ଅସନନାଳି କଟାସାହିରେ ରାଧାକୃଷ୍ଣ ମଣ୍ଡପ ଆଜି ଉଦଘାଟିତ ହୋଇଯାଇଛି । ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ନବନିର୍ମିତ ଉକ୍ତ ମଣ୍ଡପର ଉଦଘାଟନ କରିଥିଲେ । ଉକ୍ତ ମଣ୍ଡପ ନିର୍ମାଣ ଦ୍ୱାରା ଗ୍ରାମବାସୀ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ଲାଭ ଉଠାଇ ପାରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଗ୍ରାମର ଅନେକ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ ।

MORE NEWS