ରାଉରକେଲା ମ୍ୟୁନିସିପାଲଟି: ଉତ୍କଳ ସାଂସ୍କୃତିକ ପରିଷଦର ୩୫ତମ ବୋଇତବନ୍ଦାଣ ଉତ୍ସବର ପ୍ରସ୍ତୁତି ବୈଠକ ସେକ୍ଟର ୨ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ
ସାମ୍ବାଦିକ ସମ୍ମିଳନୀ
ଅକ୍ଟୋବର ୧୬ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୦ମିନିଟରେ ସେକ୍ଟର ୨ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ, ନଭେମ୍ବର ୩, ୪ ଓ ୫ ତାରିଖରେ ୩୫ ତମ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଵ ବୋଲି ସୂଚନା ପ୍ରଦାନ କଲେ, ଆଜିର ପ୍ରସ୍ତୁତି ବୈଠକରେ ବୋଇତ ବନ୍ଦାଣ ଉପରେ ସମ୍ୟକ ସୂଚନା ଦେବା ସହ ଆଗକୁ ଆଉ ଥରେ ସାମ୍ବାଦିକ ସମ୍ମିଳନୀରେ ପୂର୍ଣ୍ଣାଙ୍ଗ ଭାବେ ସୂଚନା ଦେବେ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଙ୍କର ଜେନା ପ୍ରକାଶ କଲେ, କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରଶ୍ମି କୁମାର ସାହାଣୀ, ଅଧ୍ୟକ୍ଷ ସୁନୀଲ କାୟଲ, ବରିଷ୍ଠ ଉପଦେଷ୍ଠା ସର୍ବଶ୍ରୀ ଦେବେନ୍ଦ୍ର ସାମନ୍ତରାୟ, ନୀଳାମ୍ବର ପୁହାଣ, ଦୁର୍ଗା cha,