ସମ୍ବଲପୁର ମ୍ୟୁନିସିପାଲଟି: ଚାରଭାଟି, ଜେଲ ଛକ, ଗୋବିନ୍ଦ ତଲା ମାର୍କେଟ ଅଂଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ, କମିଶନର ଓ ଏନଫୋର୍ସମେଣ୍ଟ ଅଧିକାରୀ
ମହାନଗର ନିଗମ ଅନ୍ତର୍ଗତ ଚାରଭାଟି, ଜେଲ ଛକ, ଗୋବିନ୍ଦ ତଲା ମାର୍କେଟ ଅଂଚଳକୁ ଆଜି ଦିନ 11ଟା ରେ ଜିଲ୍ଲାପାଳ, କମିଶନର ଓ ଏନଫୋର୍ସମେଣ୍ଟ ଅଧିକାରୀ ପରିଦର୍ଶନ କରିଥିଲେ l ସହର ରେ ଚାଲୁଥିବା ପାଇପ ଲାଇନ କାର୍ଯ୍ୟ, ପରିଛନତା, ଆବର୍ଜନା ପରିଚାଳନା କାର୍ଯ୍ୟ କୁ ତଦାରଖ କରିବା ସହ ଉନ୍ନତମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l