କଣ୍ଟାମାଳ: ବିଳାସପୁର ପଂଚାୟତ କାର୍ଯ୍ୟଳୟ ରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ଆଜି କଣ୍ଟାମାଲ ବ୍ଲକ ବିଳାସପୁର ପଂଚାୟତ ଅଞ୍ଚଳକୁ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ କହ୍ନଇ ଚରଣ ଡାଙ୍ଗ ଯାଇଥିଲେ I ଏବଂ ବିଳାସପୁର ପଂଚାୟତ କାର୍ଯ୍ୟଳୟ ରେ ଅଞ୍ଚଳର ଲୋକ ରୁଣ୍ଡହୋଈଥିଲେ I ସେଠାରେ ବିଧାୟକ ଙ୍କୁ ଅଞ୍ଚଳର ଲୋକ ନିଜ ନିଜ ସମସ୍ୟା ଜଣେଇଥିଲେ I ବିଭିନ୍ନ ଲୋକଙ୍କ ସମସ୍ୟା ପତ୍ର ବିଧାୟକ ଗ୍ରହଣ କରିଥିଲେ I