ଟିଟିଲାଗଡ: ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତି ପାଳିତ - ଯୋଗଦେଲେ ପୂର୍ବତନ ମନ୍ତ୍ରୀ
ଅକ୍ଟୋବର ଦୁଇ ତାରିଖକୁ ଦେଶ ବ୍ୟାପୀ ଗାନ୍ଧୀ ଜୟନ୍ତି ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ଦ୍ଵିପ ପ୍ରଜ୍ବଳନ କରିବା ପରେ ମାଲ୍ୟାର୍ପଣ କରି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ମନ୍ତ୍ରୀ ଓ ଉପସ୍ଥିତ ବିଜେଡି କର୍ମୀ ମାନେ। ଏହି ଅବସରରେ ବିଜେଡି ନେତା ପ୍ରେମ ଜୈନ,ଅରୁଣ ମିଶ୍ର, ଶ୍ୟାମା ପ୍ରସାଦ ଗରିଆ, ବିକାଶ ପାଣିଗ୍ରାହୀ, ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତି ପୁଷ୍ପା ମଞ୍ଜରୀ ଜ