ବଡସାହି: ବଡସାହିବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଜନଶୁଣାଣି ଶିବିରରେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି, ଜିଲ୍ଲାପାଳ ଓ ଏସପି ଉପସ୍ଥିତ
Barsahi, Mayurbhanj | Sep 6, 2025
ବଡ଼ସାହି ବ୍ଲକଅଫିସ ପରିସରସ୍ଥ ସମ୍ମିଳନୀକକ୍ଷ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ଓ ବେତନଟୀବ୍ଲକ ନିମନ୍ତେ...