ବଡସାହି: କଦଳିଆ ଛକରେ ଅଜଣାଗାଡି ଧକ୍କାରେ ବାଇକ ଚାଳକ ଯୁବକ ଗୁରୁତର, ଶଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲାମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର
Barsahi, Mayurbhanj | Sep 10, 2025
କଦଳିଆ ଛକରେ ଅଜଣାଗାଡି ଧକ୍କାରେ ବୁଧବାର ଅପରାହ୍ନ ସାଢେ ୫ଟାରେ ଜନୈକ ବାଇକ ଚାଳକ ଗୁରୁତର ଆହତହୋଇ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି l ସୂଚନା...