Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବାଲେଶ୍ବର ମ୍ୟୁନିସିପାଲଟି: ସୁତେଇ ବଡ ଗାଁ ରେ ଭାଗବତ ଟୁଙ୍ଗୀ ଉଛେଦ ନେଇ ଉତ୍ତେଜନା

Baleshwar M, Balasore | Dec 10, 2025
ବାଲେଶ୍ଵର ଜିଲ୍ଲା ସୁତେଇ ବଡଗାଁ ଠାରେ ପ୍ରସାଶନ ପକ୍ଷରୁ ଭାଗବତ ଟୁଙ୍ଗୀ ଉଛେଦ ବେଳେ ଗ୍ରାମବାସୀ ବିରୋଧ କରିଥିଲେ।ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନ ୩:୩୦ ରେ ପୋଲିସ୍ ପହଞ୍ଚି ବୁଝାସୁଝା କରିଥିବା ଦେଖିବାକୁ ମିଳିଥିଲା।
ବାଲେଶ୍ବର ମ୍ୟୁନିସିପାଲଟି: ସୁତେଇ ବଡ ଗାଁ ରେ ଭାଗବତ ଟୁଙ୍ଗୀ ଉଛେଦ ନେଇ ଉତ୍ତେଜନା - Baleshwar M News