କେନ୍ଦୁଝର ସହର: ସାହାରପଡା ପାତ୍ରସାହି ଶାଳ ଜଙ୍ଗଲ ନିକଟରେ ହାତୀପଲ, ଲୋକେ ଆତଙ୍କିତ
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ସାହାରପଡା ପାତ୍ରସାହି ଶାଳ ଜଙ୍ଗଲ ନିକଟରେ ଆଜି ଦେଖା ଯାଇଛନ୍ତି ହାତୀପଲ, ଏହି ହାତୀପଲଙ୍କୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖିଥିବା ସୂଚନା ରହିଛି।