କୋରାପୁଟ ସହର: ଲଗାଣ ବର୍ଷାରେ ସେମିଳିଗୁଡା ବ୍ଳକର ଚରିମାଳିପୁଟ ଗ୍ରାମରେ ଭୁଷୁଡିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର
Koraput Town, Koraput | Aug 27, 2025
କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ପିତାଗୁଡା ଗ୍ରାମ ପଞ୍ଚାୟତର ଚରି ମାଳି ପୁଟ ଗ୍ରାମରେ ଲଗାଣ ବର୍ଷାରେ ଭୁଷୁଡି ପଡ଼ିଲା ଘର। ଦିନ ୨ଟା ସମୟରେ...