କଣ୍ଟାମାଳ: ଶିଆଳ ଝୁଲି ଓ ଡୁମାଲ୍ ପଖାଳ ନିକଟରୁ ଦୁଇଟି ମାମଲାରେ 900 ଲିଟର ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ
Kantamal, Boudh (Bauda) | Aug 27, 2025
ବୁଧବାର ଦିନ ମନମୁଣ୍ଡା ଓ କଣ୍ଟାମାଳ ଅବକାରୀ ଥାନା ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ବେଆଇନ ମଦ ରନ୍ଧା ଆଡ଼ଡା ଉପରେ ଚଢାଉ କରାଯାଇ 900 ଲିଟର ମହୁଲ...