ପୋଲସରା: ଜଣେ ବ୍ୟକ୍ତିଙ୍କ ଠାରୁ କାଠ ଗାଡ଼ି ଛାଡିବା ପାଇଁ ବୁଗୁଡ଼ା ରେଞ୍ଜର ଲାଞ୍ଚ ନେଉଥିବା ଭିଡ଼ିଓ ଭାଇରାଲ, ରଖିଲେ ପ୍ରତିକ୍ରିୟା
Polasara, Ganjam | Aug 17, 2025
ଜଙ୍ଗଲୀ ବାବୁ ଙ୍କ ଲାଞ୍ଚ କାରବାର l କାଠ ଗାଡି ଛାଡିବା ପାଇଁ କାଠ ବ୍ୟବସାୟୀ ଙ୍କ ଠାରୁ ଲାଞ୍ଜ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ...