ସମ୍ବଲପୁର ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ରେ ଆଗାମୀ ଟ୍ରକ ମାଲିକ ସଂଘ ର ନିର୍ବାଚନ କୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା l ନିର୍ବାଚନ ରଣାଙ୍ଗନ ରେ ଛିଡା ହୋଇଥିବା ପ୍ରାର୍ଥୀ ମାନେ ବିଗତ ବର୍ଷ ମାନଙ୍କରେ ସଂଘ ପାଈଁ କଣ କରିଛନ୍ତି ସେନେଇ ଆଲୋଚନା କରିଥିଲେ l କିଛି ଲୋକ ଏହାକୁ ବିରୋଧ ମଧ୍ୟ କରୁଥିବା ସଂଘ ର ବର୍ତମାନ ସଭାପତି ସୁରେନ୍ଦ୍ର ସିଂ କହିଛନ୍ତି l ଆଗାମୀ ନିର୍ବାଚନ କିପରି ସୁରୁଖୁରୁରେ ସମ୍ପନ୍ନ ହେଉ ତାହା ସଂଘ ପ୍ରଥମ ପ୍ରାଥମିକତା ଦେଉଥିବା ନେଇ ଆଜି ଦିନ ପ୍ରାୟ 11 ଟା ରେ ସୂଚନା ଦେଇଛନ୍ତି l