ରାଜଗାଙ୍ଗପୁର: ଜୋର ଜବରଦସ୍ତ ଟିପ ଚିହ୍ନ ନେଲେ ମୁହଁ ଘୋଡ଼ାଇ ଫଟୋ ଉଠାଇଲେ ବଡ଼ଗାଁ ଥାନାର ପୋଲିସ ମେଡ଼ମ ଙ୍କର ଦାଦାଗିରି ଅଭିଯୋଗ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଚଟୁବୁଡ଼ ଗ୍ରାମ ର ଜଣେ ଚାଷୀ ବଡ଼ଗାଁ ଥାନା ର ଜଣେ ପୋଲିସ ମେଡ଼ମ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତିି।ମଦ ବିକ୍ରୀ କରୁଥିବା ସନ୍ଦେହରେ ଚଢ଼ାଉ ବେଳେ ମଦ ନ ମିଳିବାରୁ ମେଡମ ଅସନ୍ତୋଷ ପ୍ରକାଶ କରିଥିଲେ ଓ ସାଧା କାଗଜରେ ଜୋର ଜବରଦସ୍ତ ଟିପ ଚିହ୍ନ ନେଇଥବା ଓ ମୁହଁ ଘୋଡ଼ାଇ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି।