ରାୟଗଡା: ରାମନାଗୁଡ଼ା ସ୍ଥିତ ମିନି ଷ୍ଟାଡିଅମ ପରିସରରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ
Rayagada, Rayagada | Sep 12, 2025
ରାମନାଗୁଡ଼ା ସ୍ଥିତ ମିନି ଷ୍ଟାଡିଅମ ପରିସରରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।