ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ପୂର୍ବାହ୍ନ ୧୦ଟାରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି l ବେଲପାହାଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଚକ୍ଷୁ ବିଶେଷାଜ୍ଞ, ଔଷଧ ବିଶେଷଜ୍ଞ ଅସ୍ଥିଶଲ୍ୟ ବିଶେଷାଜ୍ଞ, ଇଏନଟି ବିଶେଷଜ୍ଞ, ଶାରୀରିକ ବିଶେଷଜ୍ଞ ଉପସ୍ଥିତ ରହି ପରୀକ୍ଷା କରିଥିଲେ l ଏହି ଶିବିରରେ ୬୧ ହିତାଧିକାରୀଙ୍କୁ ପରୀକ୍ଷା ସହ ଚିହ୍ନଟ କରାଯାଇଥିଲା l ଜିଲ୍ଲା ସାମାଜିକ ସୁରକକ୍ଷା ଅଧିକାରୀଙ୍କ ଉପସ୍ଥିତି ରେ ଉକ୍ତ ଶିବିରକୁ ଶୈଳେଶ ବହିଦାର, ଗୁରୁଦେବ ପ୍ରଧାନ,