Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଦେବଗଡ: କରଡାପାଲ ବୁଲାଣି ନିକଟରେ ବସ – ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ବସ୍ –ବାଇକ ମୁହାଁମୁହିଁ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ଦେବଗଡ ଥାନା ତିଲେଇବଣି ପୋଲିସ ଫାଣ୍ଡି ଅନ୍ତର୍ଗତ କରଡାପାଲ ବୁଲାଣିରେ ଆଜି ମଧ୍ୟାହ୍ନରେ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଥିବା ଜଣାପଡିଛି ।ମୃତକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କତରକେଲା ଗ୍ରାମର ନିରଞ୍ଜନ ପ୍ରଧାନ (୩୮) ଓ ଗୁରୁତର ଆହତ ଥିବା ବ୍ୟକ୍ତି ଦେବଗଡ ପୌରାଂଚଳ ଭିତିରିଆ ସାହିର ସତ୍ୟ ନାୟକ ବୋଲି ଜଣାପଡିଛି ।ନିରଞ୍ଜନ ଦେବଗଡ ସ୍ଥିତ ତାଙ୍କ ସମ୍ପର୍କିୟଙ୍କ ଘରକୁ ଆସିଥିବା ବେଳେ ଆଜି ମଧ୍ୟାହ୍ନରେ ସେ ଏବଂ ସତ୍ୟ ଏକ ବାଇକ ଯୋଗେ ଦେବଗଡରୁ ତାଙ୍କ ଘରକୁ ଫେରୁଥିଲେ ।

MORE NEWS